Blog
ଇଣ୍ଡିଆ ବ୍ଲକ୍ର ଓଡ଼ିଶା ବନ୍ଦ ସଫଳ ଦାବି!
ଭୁବନେଶ୍ୱର: ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆହୂତ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ବନ୍ଦକୁ ସଫଳ କରିବାରେ…
ଆସନ୍ତାକାଲି ଓଡ଼ିଶା ବନ୍ଦ! ଦେଖି ନିଅନ୍ତୁ କଣ କଣ ହେବ ଖୋଲା?
ଭୁବନେଶ୍ୱର: ଆସନ୍ତାକାଲି ୮ ଅକ୍ଟୋବରରେ ଓଡ଼ିଶା ବନ୍ଦ। ବନ୍ଦକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଗଣତାନ୍ତ୍ରିକ ଭାବେ ସଫଳ କରିବାକୁ ବନ୍ଦ ସମର୍ଥକଙ୍କୁ…
ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି, ଅକ୍ଟୋବର ୧୫ରେ ମତଦାନ
ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ଲମ୍ବା ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣି ଥରେ ଫେରୁଛି ଛାତ୍ର ସଂସଦ…
ବାଲୁଗାଁ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଯୁକ୍ତ ତିନି ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ…
ଏସଆଇଆର୍ରେ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ସାମିଲ ପାଇଁ ୩ ଦିନିଆ ସ୍ୱତନ୍ତ୍ର ଅଭିଯାନ
ଭୁବନେଶ୍ୱର: ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସଆଇଆର୍)-୨୦୨୬ ସମୟରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ପୁନଃ ସାମିଲ କରିବା ସହ…
ଏସଏସଜି ମହିଳାଙ୍କୁ ସୁଧ ରାଶି ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାସ୍ଥିତ ମିଶନ ଶକ୍ତି କାର୍ଯ୍ୟାଳୟ ସଭାଗୃହରେ ‘ମିଶନ ଶକ୍ତି’ର ଡିପିସି ରାମ ତାଣ୍ଡିଙ୍କ ନେତୃତ୍ୱରେ…
ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ବାଲୁଗାଁ ପୋଲିସର ପ୍ରସ୍ତୁତି
ଖୋର୍ଦ୍ଧା: ଆସନ୍ତା ୧୫ ତାରିଖରେ ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ମହାବିଦ୍ୟାଳୟ ପରିସରରେ ଏବେଠାରୁ…
ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ, ସୁରକ୍ଷା ପାଇଁ ୨୨ କ୍ୟାମ୍ପ; ଶିକାରୀଙ୍କ ଉପରେ କଡ଼ା ନଜର
ଖୋର୍ଦ୍ଧା: ଶୀତ ଋତୁ ଆଗମନ ସହ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଉତ୍ତର ଇଉରୋପ, ସାଇବେରିଆ, କାସ୍ପିଆନ୍ ଅଞ୍ଚଳ,…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ନେତୃତ୍ୱ ପୂର୍ତ୍ତି: କେନ୍ଦ୍ର କ୍ୟାବିନେଟରେ ସଂକଳ୍ପ ପାରିତ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ୱ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ…
ରାହୁଲ ଗାନ୍ଧୀଙ୍କ ଆର୍ଥିକ ଭବିଷ୍ୟବାଣୀକୁ ଜୟଶଙ୍କର ଦୋହରାଇଛନ୍ତି: କଂଗ୍ରେସ
ଭୁବନେଶ୍ୱର: ଭାରତ ଏକ ଗୁରୁତର ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏହି ପ୍ରସଙ୍ଗରେ ସୋମବାର…