ରାଜ୍ୟ

ରାଜଧାନୀରେ ରାଜ୍ୟସ୍ତରୀୟ ସୂଚନା ସୁରକ୍ଷା ଟେକ୍-ବୁଟକ୍ୟାମ୍ପ ଅନୁଷ୍ଠିତ

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ବଢ଼ୁଥିବା ସାଇବର ବିପଦ ଏବଂ ସୂଚନା ସୁରକ୍ଷା ସମ୍ପର୍କିତ ଆହ୍ୱାନକୁ ନେଇ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC), ଓଡ଼ିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ ସୂଚନା ସୁରକ୍ଷା ଟେକ୍-ବୁଟକ୍ୟାମ୍ପ ଆୟୋଜିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାର…

ମନୋରଞ୍ଜନ

ଆରପାରିରେ ପ୍ରଣବ ପଟ୍ଟନାୟକ!

ଭୁବନେଶ୍ୱର: ପ୍ରବୀଣ ଓଡ଼ିଆ ପ୍ରଛଦପଟ ଗାୟକ ପ୍ରଣବ ପଟ୍ଟନାୟକଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୮୮ ବର୍ଷ ଥିଲା। ୨୦ ଜାନୁଆରୀ ୧୯୩୮ରେ ଜନ୍ମଗ୍ରହଣ କରିଥିବା ପଟ୍ଟନାୟକ ଓଡ଼ିଶାର ଜଣେ ପ୍ରତିଷ୍ଠିତ…

ରାଜନୀତି

କିମ୍‍ସ ଡାକ୍ତରଙ୍କ ସଫଳତା; ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍‍!

ଭୁବନେଶ୍ୱର: ୧୦ ମାସର ଶିଶୁ ଅସାବଧାନତା ଭାବେ ଗିଳି ଦେଇଥିଲା ଧାତବ ପିନ୍‍। କିମ୍‍ସ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁଟି ମୃତ୍ୟୁ ମୁହଁରୁ ବଞ୍ଚିଯାଇଛି । ରାଉରକେଲାର ୧୦ ମାସର ଶିଶୁ ଏକ ଧାତବ ପିନ୍‍ ଗିଳି ଦେଇଥିଲା। ପିନ୍‍ଟି…

କଳା ଓ ସଂସ୍କୃତି

ଭୁବନେଶ୍ଵର ଦାଣ୍ଡିଆ ଉତ୍ସବରେ ଫୁଲ୍ ହଙ୍ଗାମା !

ଭୁବନେଶ୍ୱର: ପାର୍ବଣ ପାଇଁ ଉତ୍ସବ ମୁଖର ହୋଇଛି ରାଜଧାନୀ |  ଦୁର୍ଗାପୂଜା ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ନିକଟରେ ସିକ୍ୟୁ୍ୱର ଇଭେଣ୍ଟସ ପକ୍ଷରୁ ଆୟୋଜିତ ହୋଇଛି ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ “ଦାଣ୍ଡିଆ ସେଲେବ୍ରେସନ” | ଉକ୍ତ କାର୍ଯ୍ୟକ୍ରମର ଉଦଘାଟନରେ ଭାରତୀୟ ଜନତା…