Blog
ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ଜାତୀୟ ପୃଷ୍ଟିକର ସପ୍ତାହ ପାଳନ
ଗଞ୍ଜାମ,୧୦/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ପଞ୍ଚାୟତ…
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ସହ ବୃକ୍ଷରୋପଣ କଲେ ଜିଲ୍ଲାପାଳ
ଗଞ୍ଜାମ,୧୦/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ପୂର୍ବାହ୍ନରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ଗ୍ରାମ ପଞ୍ଚାୟତରେ ପହଞ୍ଚି ବିଭିନ୍ନ…
ରାଜ୍ୟରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ବର, ୧୦/୦୯: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୧୧ ଜଣ…
ରାଜ୍ୟରେ ଚିହ୍ନଟ ହେଲେ ୩୯୯୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର ,୧୦/୦୯: ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆଜି ରାଜ୍ୟରେ ୩୯୯୧ କରୋନା ଆକ୍ରାନ୍ତ…
ଆଜି ଆସୁଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ରାଫେଲ୍ ଯୁଦ୍ଧବିମାନର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗଦେବା ନିମନ୍ତେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି…
କୋଭିଡ ଯୋଦ୍ଧା ଟି.ରବି ସୁବୁଦ୍ଧିଙ୍କ ଏକାଦଶ ଶ୍ରାଦ୍ଧ ଦିବସ ପାଳିତ
ବ୍ରହ୍ମପୁର,୯/୯(ମନୋଜ ପାତ୍ର):ପୁରୁଣା ବ୍ରହ୍ମପୁର ନିକଟସ୍ଥ ପ୍ରହ୍ଲାଦ ନଗର ସ୍ଥିତ ମାଁ ମାଳୁଆଣି ଜନ କଲ୍ୟାଣ ସଙ୍ଘ ତରଫରୁ କରୋନା ଯୁଦ୍ଧରେ ସହିଦ…
ବିଧାୟକ ରମେଶ ଜେନାଙ୍କ ମାତୃ ବିୟୋଗ
ଗଞ୍ଜାମ,୯/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ଙ୍କ ମାତା ଅପସରି ଜେନାଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି…
ସ୍ନାନ କେତେ ଜରୁରୀ ! ଜାଣିଛନ୍ତି କି ?
ପ୍ରତ୍ୟେକ ଦିନ ନିତ୍ୟ କର୍ମ ରେ ଆମେ ସ୍ନାନ କରିଥାଉ। କିନ୍ତୁ ସ୍ନାନ ଯେ କେବଳ ଶରୀର କୁ ପରିଷ୍କାର କରେ…
ଭାୟଖଲା ଜେଲ କୁ ସ୍ଥାନାନ୍ତର ହେଲେ ରିୟା
ମୁମ୍ବାଇ ,୦୯/୦୯ : ମଙ୍ଗଳବାର ସନ୍ଧ୍ୟାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଛି | ରିୟା ଗିରଫ…
” ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଅହଂକାର ଭାଙ୍ଗିବ ” : କଙ୍ଗନା ରାଣାଓ୍ଵତ
ମୁମ୍ବାଇ, ୦୯/୦୯ : ବଲିଉଡ କ୍ୱିନ କଙ୍ଗନା ରଣାବାତ ମୁମ୍ବାଇ ପହଞ୍ଚି ସାରିଛନ୍ତି | ମୁମ୍ବାଇରେ ପହଞ୍ଚି କଙ୍ଗନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…