Blog
ବ୍ରହ୍ମପୁର ଲାୟନ୍ସ କ୍ଲବ ସିଲ୍କ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର,୧୧/୯(ମନୋଜ ପାତ୍ର): ବ୍ରହ୍ମପୁରରେ ଥିବା ଲାୟନ୍ସ କ୍ଲବ ବ୍ରହ୍ମପୁର ସିଲ୍କ ପକ୍ଷରୁ ସହରର ଗୋଦାବରିଶ ନଗର ସ୍ଥିତ ଏକ ସମ୍ମିଳନୀ ଗୃହରେ…
ଅଶୋକ ନଗରରେ ରାଷ୍ଟ୍ରୀୟ ପୃଷ୍ଟିକର ଖାଦ୍ୟ ଦିବସ ପାଳିତ
ବ୍ରହ୍ମପୁର,୧୧/୯(ମନୋଜ ପାତ୍ର): ଶୁକ୍ରବାର ଦିନ ବ୍ରହ୍ମପୁର ଅଶୋକ ନଗରରେ ରାଷ୍ଟ୍ରୀୟ ପୃଷ୍ଟିକର ଖାଦ୍ୟ ଦିବସ ପାଳିତ ହୋଇଯାଇଛି ।ସମନ୍ୱିତ ଶିଶୁ ବିକାଶ…
ନିଟ ପରୀକ୍ଷା ପାଇଁ ୩ଟି ସ୍ଵତନ୍ତ୍ର ବସକୁ ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ
ରାୟଗଡା,୧୧/୯(ମନୋଜ ପାତ୍ର): ସର୍ବଭାରତୀୟ ନିଟ ମୁଖ୍ୟ ପରୀକ୍ଷା ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେଉଥିବାରୁ ରାୟଗଡା ଜିଲ୍ଲାରୁ ୬୨ଜଣ ପରୀକ୍ଷାର୍ଥୀଙ୍କୁ ଗଞ୍ଜାମ…
ହଂସୁଆ ନଦୀ ଆଁରେ ଗୋବର୍ଦ୍ଧନପୁର ଗାଁ
ରାଜନଗର,୧୧/୯; ରାଜନଗର ବ୍ଲକ ବ୍ରାହ୍ମଣସାହି ପଚାଂୟତର ଗୋବର୍ଦ୍ଧନପୁର ଗାଁ ନିକଟରେ ହଂସୁଆ ନଦୀ ଗ୍ରାସ କରିବାରେ ଲାଗିଛି । ରାଜନଗର-ଗୋପାଳପୁରଲୁଣାଘେରୀ ବନ୍ଧର…
କରୋନାରେ ଆକ୍ରାନ୍ତ ହେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ
ଭୁବନେଶ୍ୱର, ୧୧/୦୯: ରାଜ୍ୟରେ ହୁ ହୁ ହୋଇ କରୋନା ର ପ୍ରଭାବ ବଢିବାରେ ଲାଗିଛି । ଆଜି ରାଜ୍ୟ ମହିଳା ଓ…
କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ ମାମଲାର ତଦନ୍ତ ଆରମ୍ଭ କରିବ ମହାରାଷ୍ଟ୍ର ସରକାର
ମୁମ୍ବାଇ ୧୧/୦୯: ଦିନକୁ ଦିନ କଙ୍ଗନାଙ୍କ ଅସୁବିଧା କମିବା ବଦଳର ବଢ଼ି ଚାଲିଛି। ପ୍ରଥମେ ବିଏମସି କଙ୍ଗନାଙ୍କ ଅଫିସକୁ ଭାଙ୍ଗିଲା ଆଉ ଏବେ…
ରିୟା ରହିବେ ଜେଲରେ, ଖାରଜ ହେଲା ବେଲ
ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସକୁ ନେଇ ନୂଆ ମୋଡ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ…
LACରେ ଉତ୍ତେଜନା,ଭାରତ-ଚୀନ ୫ସୂତ୍ରୀ ସହମତି
ନୂଆଦିଲ୍ଲୀ ୧୧।୦୯: LACରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ…
ସ୍କୁଲ ଫି’ ଛାଡ଼କୁ ନେଇ ବୈଠକରେ ସହମତି
ଭୁବନେଶ୍ୱର : କରୋନାକୁ ନେଇ ରାଜ୍ୟରେ ସମସ୍ତ ବିଦ୍ୟାଳୟ ବନ୍ଦ ଥିବାବେଳେ ଅନ୍ଲାଇନ୍ ଯୋଗେ ଚାଲିଛି ପାଠପଢା। ତେବେ ସ୍କୁଲ୍ ଫି’…
ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଅଣ୍ଡାରୁ ବାହାରିଲେ ଛୁଆ
ରାଜନଗର,୧୦/୯; ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ବସାଗୁଡିକରୁ ଛୁଆ ବାହାରିଛନ୍ତି । ବନବିଭାଗ ପକ୍ଷରୁ ହ୍ୟାଚେରୀ ମଧ୍ୟରେ ପ୍ରସ୍ତୁତ କରାଯାଇଥିବା କୃତ୍ରିମ ବସାରେ…