Blog
ରାମ ମନ୍ଦିର ସମାରୋହ ପାଇଁ ଅଯୋଧ୍ୟାରେ ଯୋଗୀ ଆଦିତ୍ୟନାଥ
ଅଯୋଧ୍ୟା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଧାରିତ ଗ୍ରାଉଣ୍ଡବ୍ରେକ୍ ସମାରୋହର ୧୦ ଦିନ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିଛନ୍ତି।…
୩ ମାସ ପାଇଁ ଘରୋଇ ବିମାନ ସେବା ପାଇଁ ଭଡା ବଢାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ ୨୫/୦୭ : କରୋନା ମହାମାରୀ ଯୋଗୁଁ ଅନେକ ରାଜ୍ୟ ପୁଣିଥରେ ଆଂଶିକ ଲକଡାଉନ ବଢ଼ାଇଛନ୍ତି | ଏହିଭଳି ପରିସ୍ଥିତିରେ ସେହି ସବୁ…
ଦୁନିଆର ପ୍ରଥମ ଇଲେକଟ୍ରିଫାଏଡ୍ ରେଳ ସୁଡ଼ଙ୍ଗ
ମେବାତ ,୨୫/୦୭ : ଶୁକ୍ରବାର ଦନା ଡାଇନାମାଇଟ ବିସ୍ଫୋରଣ ସହିତ ସୋହନା ଓ ପୃଥଲା ପରସ୍ପର ସହ ମିଶିଗଲା | ଅରାବଲୀର ଏହି…
ଖଇରୀକୁ ଝୁରି ହେଉଛନ୍ତି ନିହାରନଳିନୀ
ଭୁବନେଶ୍ୱର,୨୮ା୬ (ଶୁଭ୍ରାଂଶୁ ସୂତାର):ଲୋ ଖଇରୀ…ଲୋ ଖଇରୀ…ଆଆ । ଏମିତି କହି ମଝିରେ ମଝିରେ ବିଳିବିଳେଇ ହେଉଛନ୍ତି ବାଘୁଣୀ (ଖଇରୀ)କୁ ନିଜ ଝିଅଭଳି…
‘ଆତ୍ମନୀର୍ଭରଶୀଳ ଭାରତ’ର ଉଦାହରଣ ସାଜିଛନ୍ତି ବିକାଶ
ରାଜକନିକା,୨/୭(ଓଡ଼ିଆନ୍ ମିଡ଼ିଆ)- : କରୋନା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତ ‘ଆତ୍ମନିର୍ଭରଶୀଳ ଭାରତ’ ଯୋଜନା । ପ୍ରଧାନମନ୍ତ୍ରୀ ଏହି ଯୋଜନାରେ…
ନେହେରୁଙ୍କ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୫୬ତମ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।…
ଜଗନ୍ନାଥ ପ୍ରସାଦରେ ଜଗନ୍ନାଥ ପ୍ରତିମାକୁ ଗଡୁଥିବା ରଘୁନାଥ ଏବେ ଓପାସରେ
ଜଗନ୍ନାଥ ପ୍ରସାଦ,୪/୭(ଲକ୍ଷ୍ମୀ ନାରାୟଣ ବେହେରା) : ମହାମାରୀ କୋରନା ପ୍ରକୋପ ରୁ ବର୍ତ୍ତୀ ପାରିନାହାନ୍ତି ସାରା ଓଡିଶାରେ ଖ୍ୟାତି ଅର୍ଜନ କରିଥିବା…
ହୃଦ୍ଘାତରୁ ରକ୍ଷା ପାଇଁ ଗୋଟେ ଲେଖାଏ ଅଣ୍ଡା
ଯଦି ଆପଣ ହୃଦ୍ଘାତରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଲେଖାଏ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ ।…
ମାନସିକ ସୁସ୍ଥ ପାଇଁ ଖାଦ୍ୟ……
ମାନସିକ ସୁସ୍ଥ ଖାଦ୍ୟ ଆପଣଙ୍କୁ ଏକ ଫିଟ୍ ଏବଂ ସୁସ୍ଥ ଶରୀର ହାସଲ କରିବା ଦିଗରେ ଏକ ଦୀର୍ଘ ରାସ୍ତା ନେଇପାରେ…
ଶରୀରର ଉପକାରୀ ପାଇଁ ସପୁରି ।
ସପୁରିକୁ ନିୟମିତ ଭାବେରେ ଖାଇଲେ କର୍କଟରୋଗ ହେବାର ଆଶଙ୍କା କମ ଥାଏ । ସପ୍ତାହକୁ ଥରେ କିମ୍ବା ଦୁଇଥର ଏହାର ରସ…