317

ନବବଧୂ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ !

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧିନ ଆମ୍ବିକି ପଞ୍ଚାୟତ ରେ ଘଟିଛି ଅଭାବନୀୟ ଘଟଣା । ବିବାହ ଚାରି ମାସ…

273

ଦୀର୍ଘ ୪୦ ବର୍ଷର ପରମ୍ପରାକୁ ଭଙ୍ଗକଲେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ମୁଖ୍ୟ । ଗ୍ରାମବାସୀଙ୍କ ବିରୋଧ ସତ୍ୱେ ସ୍ଥାୟୀ ମନ୍ଦୀରକୁ ଛାଡ଼ି ଅସ୍ଥାୟୀ ମନ୍ଦିରକୁ ନେଲେ ମହା ପ୍ରଭୁ ଜଗନ୍ନାଥଙ୍କୁ।

କୁଜଙ୍ଗ : ଗୌର ପଡ଼ା ଜଗନ୍ନାଥ ଟ୍ରଷ୍ଟ ପରିଚାଳନା କମିଟିର ମୁଖ୍ୟଙ୍କ ଦବଙ୍ଗ ଗିରୀ।ବାହୁଡା଼ ଯାତ୍ରାରେ ମହାପ୍ରଭୁଙ୍କ ପାଇଁ ରାସ୍ତା ମଝିରେ…

341

ଭାଇ ବୋହୁ କୁ ଦେଢସୁର ର ମରଣାନ୍ତକ ଆକ୍ରମଣ ଥାନାରେ ଅଭିଯୋଗ !

ଜଗତସିଂହପୁର: ହଁ ଆଜ୍ଞା ଜଗତସିଂହପୁର ଥାନା ସଦର ପୋଥାପଡା ଗ୍ରାମରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି।ଯାହାକି ଗତ ରାତିରେ ଗ୍ରାମବାସୀଙ୍କ…

202

ୟୁଚିରୁ କରାଟି ଓ କୁବୁଡୋ ସ୍କୁଲ ପକ୍ଷରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର: ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ କରାଟି ଓ କୁବୁଡୋ ସ୍କୁଲ ପକ୍ଷରୁ ନବ ନିର୍ବାଚିତ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର…

166

ସରକାରୀ ଆଦୀବାସୀ ଓ ଜଙ୍ଗଲ ଜମିକୁ ଜବରଦଖଲ ଓ ଦୁର୍ନୀତି କୁ ନେଇ ଆକ୍ସନମୋଡ଼ ରେ ଜିଲ୍ଲାପାଳ

ଜଗତସିଂହପୁର: ହଁ ଆଜ୍ଞା ଜଗତସିଂହପୁର ବ୍ଲକ ଅଧିନ ପଲ୍ଲି ପଞ୍ଚାୟତ ରେ ବିଜେଡି ର ଦିର୍ଘ ୨୫ ବର୍ଷରେ କିଭଳି ଅନ୍ଧାରି…

274

ଘାଣ୍ଟୁଛନ୍ତି ବିଜେପି ବିଧାୟକ ଅମରେନ୍ଦ୍ର ,ବିଧାୟକଙ୍କ କାମ ଦେଖି ବିଜେଡି ଚାଟୁକାର ବେହୋସ୍

ଜଗତସିଂହପୁର: ତଥ୍ୟ ମୁତାବକ ମୁକ୍ତା ଯୋଜନାରେ ଲଖ୍ୟାଧିକ ଟଙ୍କା ଖର୍ଚ ହୋଇ ଜଗତତ୍ସିଂପୁରରେ ଏକ ପାର୍କ ନିର୍ମାଣ କରାଯାଇଥିଲା l କିନ୍ତୁ…

287

ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟଙ୍କ ୯୬ତମ ଜୟନ୍ତୀ ତଥା”ଉତ୍ସବ ନବରସ”-୨୦୨୪ ଅନୁଷ୍ଠିତ ହୋଇଯାଇଛି।

ଜଗତସିଂପୁର: କଳା ଓ ସଂସ୍କୃତିର ଏନ୍ତୁଡ଼ିଶାଳ ଜଗତସିଂହପୁର।ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ସମଙ୍ଗ ସ୍ଥିତ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସ୍ମୃତି ପରିଷଦ…

373

ଘର ଭାଙ୍ଗି ଦେଲେ ଘଡ଼ ଘଡି ବର୍ଷାରେ ଘର ଛାଡି ଦାଣ୍ଡରେ ପୁରା ପରିବାର ଘରୁ ତଡି ଦେଲେ ତସିଲଦାର ବାବୁ

  ଜଗତ୍ସିଂହଜପୁର: ଭାଙ୍ଗିଗଲା ଘର। ରସ୍ତା ଉପରେ ପୁରା ପରିବାର। ତସିଲଦାର ବାବୁ ଆମକୁ ବାସିଦେଲେ ଦାଣ୍ଡରେ। ଦୀର୍ଘ ୨୯ବର୍ଷ ହେଲା…

268

ଏକଛତ୍ରବାଦ ଶାସନ ରେ ହନ୍ତସନ୍ତ ହେଉଛନ୍ତି ଜନତା

ଜଗତସିଂହପୁର: ବର୍ଷା ଦିନ ହେଲେ ବଢ଼ୁଛି ସମସ୍ୟା । ଟୋପାଏ ବର୍ଷା ହେଲେ ଭାସୁଛି ଗାଁ ଦାଣ୍ଡ। ଏଭଳି କିଛି ଘଟଣା…

302

ଏକା ଥିବାର ସୁଯୋଗ ନେଇ ମହିଳା ଙ୍କୁ ମାଡିବସିଲା ଦେହ ଲୋଭି ପୁରୁଷ

ଜଗତସିଂହପୁର: ଘରଭିତରେ ପଶି ମହିଳାଙ୍କୁ ଜାବୁଡ଼ି ଧରିଲା । ମହିଳା ଙ୍କ ପାଟିକୁ ବନ୍ଦ କରି ଦୁଷ୍କର୍ମ ଉଦ୍ୟମ କଲା ବିବାହିତା…