128

ଜନ ମରଣଯନ୍ତା ତିଆରି କରିଛନ୍ତି ବାଲି ମାଫିଆ!

ଜଗତସିଂହପୁର: ହଁ ଆଜ୍ଞା ଜେତେ ବେଳେ ହୀରାକୁଦ ଗେଟରୁ ପ୍ରଥମ ବନ୍ୟାଜଳ ଛଡାଯିବା , ନଦୀକୁଳିଆ ଅଞ୍ଚଳ ବାସୀଙ୍କ ମନରେ ଏକପ୍ରକାର ଭୟ ଶୃଷ୍ଟି ହେଉଛି । ହୀରାକୁଦ ଗେଟ୍ ଖୋଲିଲେ, ଦେବୀ ନଦୀରେ ଘଳିଆ!ହାଇୱା ଲଗାଇ ବୋହିଲେ ବାଲି, ଅଞ୍ଚଳବାସୀଙ୍କ ପାଇଁ ଖୋଳିଲେ ମରଣଯନ୍ତାବର୍ଷା ଦିନ, ନଦୀର ଅକାତ ପାଣି, ବଡୁଛି ଅଞ୍ଚଳବାସୀଙ୍କ ବିପି ନଦୀବନ୍ଧରେ ନିନ୍ମମାନର କାମକୁ ନେଇ ଉତ୍ତେଜିତ ଗ୍ରାମବାସୀ ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଦେଇ ବହୀ ଜାଇଜାଇଥିବା ଦେବୀ ନଦୀ ବନ୍ଧ ଦୃର୍ବଳ ଥିବା ନେଇ ଅଭିଯୋଗ ଆଣିଲେ ସ୍ଥାନୀୟବାସୀନ୍ଦା । ପଟସରା ନିକଟରେ ଦେବୀ ନଦୀରେ ଏକ ବାଲିଘାଟ କରି ହଜାର ହଜାର ବାଲି ବୋଝେଇ ହାଇଵ୍ଵା ଗାଡ଼ି ଯିବା ଆସିବା କରିବା ଦ୍ୱାରା ନଦୀ ବନ୍ଧ ଦୃର୍ବଳ ହୋଇଛି । ସେହି ବନ୍ଧରେ ଘଳିଆ ପଡ଼ିବା ଆଶଙ୍କା ବଢିବାରେ ଲାଗିଛି । ସ୍ଥାନୀୟ ଲୋକମାନେ ନଦୀବନ୍ଧକୁ ନେଇ ଭୟଭୀତ ହୋଇ ଠିକାଦାର ଙ୍କ କାମକୁ ନେଇ ଅଢଙ୍ଗା ଗ୍ରାମବାସୀମାନେ ପ୍ରତିବାଦ କରିବାରୁ ଅଧିକାରୀ ଗ୍ରାମବାସୀ ଙ୍କୁ ନାଲି ଆଖି ଦେଖାଇଥିଲେ । ଯାହା ଫଳରେ ଉତ୍ତେଜନା ବଢିଥିଲା । ପରେ ଘଟଣାସ୍ଥଳରେ ଅଧିକ ଉଜେନା ହେବାରୁ ଠିକାଦାର ଜେସିବି ନେଇ ପାର ହୋଇଥିଲେ ।ଏଠି ପ୍ରଶ୍ନ ଉଠେ ଯେଉଁ କାମ ନଦୀରେ ବନ୍ୟା ଜଳ ଆସିବା ଆଗରୁ ହେବାକଥା।ତାହା ନଦୀରେ ବନ୍ୟା ଜଳ ଆସିବା ପରେ କରାଯିବା କେତେ ଠିକ୍‌?
ତେବେ କଣ ପାଇଁ ଅଢଙ୍ଗାରେ ଉତ୍ତେଜନା ଶୃଷ୍ଟିହୋଇଛି , ଆସନ୍ତୁ ଗ୍ରାମବାସୀ ଙ୍କୁପଚାରି ବୁଝିବାଟ୍ଟ.

Spread the love