40

ବିଧାନ ସଭାରେ ହେଲା ଗର୍ଜନ ଜଗତସିଂହପୁର ରେ କର୍ତ୍ତବ୍ୟ ନିଉଜ ମାଡ ଥରହର ହେଲା ଜଳଯୋଗାଣ ବିଭାଗ!

ଜଗତସିଂହପୁର: ଜଗତସିଂହପୁର ବ୍ଲକ ସଦର ତର୍ତଙ୍ଗ ପଞ୍ଚାୟତ ରେ ବିଜେଡି ଦିର୍ଘ ୨୫ ବର୍ଷ ରେ ଅନ୍ଧାରୀ ଶାସନ କାଳରେ କିଭଳି ଗ୍ରାମବାସୀ ଙ୍କ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ନିଜର ସ୍ବାର୍ଥ ହାସଲରେ ଲାଗିଥିଲେ । ଜଳଯୋଗାଣ ବିଭାଗ କୁ ହାତରେ ରଖି ପଞ୍ଚାୟତ ରେ ତିନି ତିନୋଟି ପାଣୀ ଟାଙ୍କି କରାଯାଇଥିବା ବେଳେ ପଞ୍ଚାୟତ ବାସୀଙ୍କୁ ବସୁଧା ଯୋଜନା ରେ ଘରେ ଘରେ ବିଶୁଦ୍ଧ ପାନୀୟ ଜୋର ଗାଇ ଦେବା ପାଇଁ। ପଞ୍ଚାୟତ ରେ ଲୋକେ ପାଣୀପାଇ ଡହଳବିକଳ ହେଉଥିବା ବେଳେ। ଅନ୍ୟପଟେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଓ ବିଜେଡିର ବରିଷ୍ଠ ନେତା ଙ୍କ କୁକୁଡ଼ା ଫାର୍ମ କୁ ଦିର୍ଘ ୨୦୦ ମିଟର ସରକାରୀ ଅର୍ଥ ରେ ପାଣୀପାଇପ ପଡି ଜଳ ଯୋଗାଣ ବିଭାଗ ପ୍ରାଣୀ ଯୋଗାଉଛନ୍ତି।ଜାହାଜକୁ ନେଇ ସ୍ଥାନୀୟ ଲୋକମାନେ ଜଳଯୋଗାଣ ବିଭାଗ ରେ ବାରମ୍ବାର ଅଭିଯୋଗ ସତ୍ବେ କୋୖଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା। ବର୍ତମାନ ବିଜେଡି ସାଂସନ ଅନ୍ତଃ ହେବା ପରେ ଗ୍ରାମବାସୀ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ।

ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ବିଧାନସଭାମଧ୍ୟରେବିଜେଡି ପଲଙ୍କରେ ସୋଇଥିବା ଜଳଯୋଗାଣ ବିଭାଗ ର କାର୍ଯ୍ୟ କୁ ନେଇ ଗର୍ଜୀଥିଲେ। ଜାହାକୁ ନେଇ ଜଗତସିଂହପୁର ରେ କର୍ତ୍ତବ୍ୟ ନିଉଜ ମାଡ଼ ମାରିବା ପରେ। ବିଜେଡି ପଲଙ୍କରେ ସୋଇଥିବା ଜଳ ଯୋଗାଣ ବିଭାଗ ନିଦ ଭାଙ୍ଗଛି । ଏବଂ ତୁରନ୍ତ ତର୍ତଙ୍ଗ ପଞ୍ଚାୟତ ପହଞ୍ଚି ଘଟଣା ତଦନ୍ତ କରାଯାଇ । ତର୍ତଙ୍ଗ ପଞ୍ଚାୟତ ର ସରପଞ୍ଚ ଙ୍କ କୁକୁଡ଼ା ଫାର୍ମ କୁ ଜାଇଥିବା ପାଣୀପାଇପକୁ ତୁରନ୍ତ ତଡାଜାଉଥିବା ଘଟଣା ଜଗତସିଂହପୁର ଜିଲ୍ଲାରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି। ଆଗରୁ ଜଳଯୋଗାଣ ଅଧିକାରୀ କଣ ପାଇଁ ତଦନ୍ତ ପାଇଁ ଆଦେଶ ଦେଉ ନଥିଲେ ଅଧିକାରୀ ମାନେ କଣ ବିଜେଡି ନେତା ଙ୍କୁ ଭୟବିତ କରୁଥିଲେ କି ଜାହାକୁ ନେଇ ପଞ୍ଚାୟତ ବାସି ବିଜେଡି ସରକାର ବଦଳିବା ପରେ ବିଜେଡି ର ହିଟଲର ଙ୍କ ସ୍ଵଚ୍ଛ ମୁଖା ଖୋଲିଛନ୍ତି

Spread the love