46

ଜଣେ ମହିଳା ପାଇଁ କାନ୍ଦୁଛନ୍ତି ଅନେକ ପରିବାର ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ଗ୍ରାମବାସୀ!

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଟାଉନଥାନା ଅଧିନରେ ଥିବା ବରାଗୋଳ ପଞ୍ଚାୟତର ବଡତିହଡା ଗ୍ରାମର ମହାବିର ଗୃର୍ପୁ ରୁ ଲଖ୍ୟାଧିକ ଟଙ୍କା ଫ୍ରର୍ଡକରି ଜଣେ ମହିଳା ଦେଖାଉଛନ୍ତି ନାଲି ଆଖି ଜାହାକୁ ନେଇ ଗୃର୍ପର ସାଧାରଣ ଖଟିଖିଆ ମାଁ ମାନେ ନ୍ୟାୟ ପାଇଁଁ ବାରମ୍ବାର ଥାନା ଠାରୁ ବ୍ଲକ ପ୍ରସାସନ ଓ ସିଡିପିଓ ଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳୁ ପାରୁନି ନ୍ୟାୟ। ସୁଚନା ମିଳିଛି ଜଗତସିଂହପୁର ଜିଲ୍ଲା ଅଧୀନ ବରାଗୋଳ ପଞ୍ଚାୟତର ବଡତିହଡା ଗ୍ରାମରେ ଥିବା ମହାବୀର ସ୍ବୟଂ ସହାୟକ ଗୋଷ୍ଠୀ ୨୦୦୮ ମସିହାରେ ଅନୁଷ୍ଠିତ ହୋଇଥିଲା।ଏହି ସଙ୍ଘ ସଭାପତି ଓ ସମ୍ପାଦିକା ଙ୍କୁ ନେଇ ଚାଲୁଥିବା ବେଳେ ।

ରଘୁନାଥ ପୁର ବ୍ଲକ ଅଞ୍ଚଳ ରେ ଥିବା ଜ୍ୟୋତି ମହାସଂଘ ର ସଭାପତି ବିଷ୍ଣୁ ପ୍ରିୟା ଆଚାର୍ଯ୍ୟ ଅତି ଚତୁରତାର ସହିତ ମହାବୀର ସଙ୍ଘର ମହିଳା ମାନଙ୍କର ସରଳତାର ଫାଇଦା ଉଠାଇ ସଙ୍ଘର କାଗଜପତ୍ର ନେଇ ମହିଳା ମାନଙ୍କ ମହାବୀର ସଙ୍ଘର ନାମରେ ଦୁଇଲକ୍ଷ ପଚାଶ ହଜାର ଟଙ୍କା ।କଳୀଙ୍ଗ ବ୍ୟାଙ୍କ ମ୍ୟାନେଜରଙ୍କୁ ହାତରେ ରଖି ବ୍ୟାଙ୍କ ରୁ ଉଠାଇ ନେଇ ମହିଳା ମାନଙ୍କୁ ଅନ୍ଧାର ରେ ରଖିଥିବା ବେଳେ ୨୦୨୦ ମସିହାରେ ବ୍ୟାଙ୍କ ରୁ ରୁଣପରିଶୋଧ କରିବାକୁ ନୋଟିସ ଜିବା ପରେ। ମହାବୀର ସ୍ଵୟଂସହାୟକ ଗୋଷ୍ଠି ର ମହିଳା ମାନେ ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇ ଥିବା ବେଳେ ପୋଲିସ ର ନିର୍ଦେଶ ଅନୁଯାୟୀ ଗ୍ରାମସଭା ହୋଇ ସମାଧାନ ରେ ବିଷ୍ଣୁପ୍ରିୟା ଆଚାର୍ଯ୍ୟ ସମସ୍ତଙ୍କ ଉପସ୍ଥିତିରେ ଟଙ୍କା ସୁଝିବାକୁ ଲେଖାପଢ଼ା ହୋଇଥିଲା।ହେଲେ ବର୍ତମାନ ବିଷ୍ଣୁପ୍ରିୟା ଆଚାର୍ଯ୍ୟ ସମସ୍ତ ମହିଳା ଙ୍କୁ ଟଙ୍କା ଫାଙ୍କିବା ଓ ମହିଳା ମାନଙ୍କୁ ଦୁଇ ପୁଅଙ୍କୁ ଲଗାଇ ଜିବନ ରୁ ମାରିଦେବା ଓ ଥାନାର ପୋଲିସ ଙ୍କୁ ଗୋଲାମ ଭଳି କହିବାକୁ ନେଇ ବଢତିହଡା ଗ୍ରାମର ମହାବୀର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ତେବେ ଦେଖିବାର ଅଛି ଜଗତସିଂହପୁର ପୋଲିସ କେବେ ଏ ସାଧାରଣ ମହିଳା ଙ୍କୁ ଏଭଳି କଳିଯୁଗର ଚତୁର ଓ ହୃଦୟ ହିନ ମହିଳା ଙ୍କ ଠାରୁ ଓ କଳିଙ୍ଗ ବ୍ୟାଙ୍କ ଠାରୁ ଉଧାର କରୁଛନ୍ତି

Spread the love