କନ୍ଧମାଳ ଜିଲ୍ଲା ଫୁଲବାଣୀ ପୈରପରିଷଦରେ ପୈର ଅଧ୍ଯଖ୍ୟା ଏବଂ ଏକଜୁଟିଭ ଅଫିସରଙ୍କ ମିଳିତ ଉଦ୍ୟମରେ କନ୍ଧମାଳ: ୨୦୨୨/୨୩, ମସିହାରେ ଫୁଲବାଣୀ ସହରର ବିଭିନ୍ନ ବସ୍ତି ମାନଙ୍କରେ ଭଲ ଥିବା ପକ୍କା ରାସ୍ତା ଉପରେ ପୂନର୍ବାର ପକ୍କା ରାସ୍ତା ନିର୍ମାଣ କରି କୋଟି କୋଟି ଟଙ୍କାର ଦୂର୍ନିତିରେ ବୁଡ଼ି ରହିଥିବା ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷ ବୋଲି ଚର୍ଚା ହେଉଚି । ଏଥିରେ ଶୁଣିବାକୁ ମିଳୁଛି କି କୈାଣସି କାଉନସିଲର ମାନ ଙ୍କୁ କାର୍ଯ୍ୟାଦେଶ ନଦେଇ ନିଯେ ପୌରପରିଷଦ ଅଧ୍ୟକ୍ଷ ଏବଂ ତାଙ୍କ ସ୍ୱାମୀ ବିଭିନ୍ନ ବସ୍ତି ମାନଙ୍କରେ ରାସ୍ତା ଡ୍ରେନ ନିର୍ମାଣ କରିଛନ୍ତି l ଏହାକୁ କାଉନସିଲର ମାନେ ପ୍ରତିବାଦ କରିଥିଲେ ଜାହାର ଫଳ ସ୍ୱରୂପ ବର୍ତମାନ ଫୁଲବାଣୀ ପୌରପରିଷଦରେ ଦେଖିବାକୁ ମିଳୁଛି l ଏଭଳି ଘୋଟଲା ଉପରେ ଭିଜିଲାନ୍ସ ତଦନ୍ତ ହେବା ଉଚିତ୍ ବଲି AICWC ର ରାଜ୍ୟ ଉପସଭାପତି କୁନା ଦିଗାଲ ମତ ରଖିଛନ୍ତି l
61