121

ଜଗତପୁର ରେ ନକଲି ଚା ପତି କାରଖାନା ଉପରେ ଇନ୍ ଫୋର୍ସମେଣ୍ଟ ଟିମ୍ ର ଚଢ଼ାଉ !

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି କଟକ ଜଗତପୁର ଲକ୍ଷ୍ମଣ ପୂର୍ ଅଞ୍ଚଳ ରେ ନକଲି ଚା ପତି କମ୍ପାନୀ ଉପରେ ଇନ୍ ଫୋର୍ସମେଣ୍ଟ ଟିମ୍ ର ଚଢ଼ାଉ ଟାଟା ଭଳି ପ୍ରତିଷ୍ଠିତ କମ୍ପାନୀ ର ନାମ କୁ ନକଲି କରି ଦିର୍ଘ୍ ଦିନ ଧରି ଏ ଅଞ୍ଚଲରେ ଚାଲୁଥିଲା ଏହୀ କମ୍ପାନୀ – ଅଜି କଟକ ମହାନଗର ନିଗମ ପାଖ୍ୟରୁ ବେ ଆଇନ ଜବରଦଖଲ ଉଚ୍ଛେଦ ସମୟର ଏହି ନକଲି ଚା ପତି କମ୍ପାନୀ କୁ ଠାବ କରାଯାଇଛି – ଘଟଣା ସ୍ଥଳରେ ଇନ୍ ଫୋର୍ସମେଣ୍ଟ ଟିମ୍ ର ପାଞ୍ଚ ଜଣିଆ ଟିମ୍ ଉପସ୍ଥିତ ରହି ଥିବା ବେକେ ଏହାର ମାଲିକ ରାଣୀହାଟ ଅଂଚଳର ବୋଲି ଜଣାପଡିଛି

Spread the love