Skip to content
ଗଞ୍ଜାମ,୧୬/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ପରିସରରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପରିସରରେ ପ୍ରଭୂ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ତହଲ,କନିଷ୍ଠ ଯନ୍ତ୍ରୀ କୈଳାଶ ପାତ୍ର, ଜଗନ୍ନାଥ ପ୍ରଧାନ, ଅଚ୍ୟୁତାନନ୍ଦ ପଟ୍ଟନାୟକ, ପଦ୍ମିନୀ ବେହେରା, ଡି. କନ୍ୟାକୁମାରି,ମନୋରଞ୍ଜନ ପାଣିଗ୍ରାହୀ, ଏସ କେ ବିଷୋୟୀ, କେ.ଆଚାରି, ବରିଷ୍ଠ କିରାଣୀ ସାହେବ ଶବର,ବିଧାୟକ ପ୍ରତିନିଧି ସନ୍ତୋଷ ଚୌଧୁରୀ,ହୁଗୁଳାପଟା ସରପଞ୍ଚ ପ୍ରଦୀପ ମଲାଣ,କୁକୁଡ଼ାଖଣ୍ଡି ସରପଞ୍ଚ ଏ. ଚେନେୟା ,ଡିଲିଙ୍ଗ ଆସିଷ୍ଟେଣ୍ଟ ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପୂଜା ପାଠ କରିଥିଲେ ।
