କାମାକ୍ଷାନଗର,୧୫/୯:କାମାକ୍ଷାନଗର ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଅବସରରେ ନମୋ ଇଣ୍ଡିଆ ୨୦୨୪ ମିଶନ ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲା ସଭାପତି ଇଂ ହିମାଦ୍ରି ଦାସ ଏବଂ ସଂଗଠନ ମନ୍ତ୍ରୀ ଗଣେଶ ମହାକୁଡ଼ କାମାକ୍ଷାନଗର ଏନ୍.ଏ .ସି. ଅଞ୍ଚଳରେ ବୃକ୍ଷରୋପଣ କରି ସେବା ସପ୍ତାହ ଭାବେ ପାଳନ କରିଛନ୍ତି ।
