114

୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ୭୫,୮୦୯ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବ୍ରାଜିଲ୍‌କୁ ପଛରେ ପକାଇ କରୋନା ଆକ୍ରମଣ କ୍ଷେତ୍ରରେ ‌ଏବେ ଦିତୀୟ ସ୍ଥାନରେ ପହଞ୍ଚିଛି ଭାରତ। ଗତ କିଛି ଦିନ ହେଲା ଦେଶରେ ପ୍ରାୟ ୯୦ ହଜାରରୁୁ ଊର୍ଧ୍ବ କରୋନା ଅ‌ାକ୍ରାନ୍ତ ଚିିହ୍ନଟ ହେଉଥିବା ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ଆଜି ସଂକ୍ରମଣ ସଂଖ୍ୟା ଟିକେ୍‌ କମ୍‌ ଥିବାରୁ ସାମାନ୍ୟ ଅଶ୍ବସ୍ତ ଦେଶବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ପୁଣି ୭୫,୮୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିିତଙ୍କ ସଂଖ୍ୟା ୪୨୮୦୪୨୨ରେ ପହଞ୍ଚିଛି।
Spread the love