76

ଦୀର୍ଘବର୍ଷ ଧରି ରହିଥିବା ଜିଲ୍ଲାପାଳ ଙ୍କ ପିଏ ଏବଂ ତିନି କିରାଣୀ ଙ୍କ ବଦଳିବେ କେବେ!

କନ୍ଧମାଳ : କନ୍ଧମାଳ ଜିଲ୍ଲା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ଜିଲ୍ଲାପାଳ ଙ୍କ ପିଏ ବିଜୟ ବେହେରା ଏବଂ ତିନି ଜଣ କିରାଣୀ ଯଥା ରମାକାନ୍ତ ସାହୁ, ନିଖିଳ ସାହା, ଅଖିଳ ସାହା ଙ୍କୁ କନ୍ଧମାଳ ଜିଲ୍ଲା ରୁ ନୂତନ ସରକାର ଙ୍କ ଛାଟ ପଡ଼ିବକେବେ l ପିଏ ଜଣ ଙ୍କ ଅବସର ପ୍ରାପ୍ତ ହେଇଥିଲେ ମଧ୍ୟ ବିଜେଡି ସରକାର ଙ୍କ ଗୁଲାମୀ କରି କନ୍ଧମାଳ ଜିଲ୍ଲା ର ଗରିବ ନିରୀହ ଜନ ସାଧାରଣ ଲୋକଙ୍କୁ ହଇରାଣ ହରକତ କରୁଥିବା ବାରମ୍ବାର ଅଭିଯୋଗ ହେଇଥିଲେ ମଧ୍ୟ ପୂର୍ବତନ ଦୁର୍ନୀତିକାରି ତିନି ଜିଲ୍ଲାପାଳ ଏଭଳି କର୍ମଚାରୀ ମାନଙ୍କ ଜରିଆରେ ଲକ୍ଷାଧିକ ଭିତିରିଆ ଲାଞ୍ଚ ନେଇଁ ଏମାନଙ୍କ ପ୍ରତି କୌଣସି ପଦକ୍ଷେପ ନିଅନ୍ତି ନାହିଁ l

ପୂର୍ବତନ ତଥା ରେଘୁ ଜି, ବୃନ୍ଦା ଡ଼ି, ଏବଂ ଆଶିଷ ଶିଶ୍ୱର ପାଟିଲ୍ ଜିଲ୍ଲାପାଳ ଙ୍କୁ ହାତ ବାର୍ଷି କରି ଏମାନେ ଦୁର୍ନୀତି ର ଗନ୍ଥା ଘର ସାଜିଥିବା କିଛି ତଳ କର୍ମଚାରୀ ମାନେ ଏବଂ ଗରିବ ନିରୀହ ଜନ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି l ଜାହାରୀ ଫଳରେ କି ଜିଲ୍ଲା ରେ କୌଣସି ସୁଚିନ୍ତକ କାର୍ଯ୍ୟକ୍ରମ ହେବାରେ ବିଫଳ ହେଉଚି l ତେଣୁ ନୂତନ ସରକାର ଏହି ଦୁର୍ନୀତିକାରି ଚାରି କର୍ମଚାରୀ ଙ୍କୁ କନ୍ଧମାଳ ଜିଲ୍ଲା ରୁ ହଟେଇଲେ ଜିଲ୍ଲାବାସି ବେସ୍ ଖୁସି ବ୍ୟକ୍ତ ହୁଅନ୍ତେ ଏବଂ ଜିଲ୍ଲା ରେ ଉର୍ନତି ମୂଳକ କାର୍ଯ୍ୟକ୍ରମ ମଧ୍ୟ ଅତି ସୁନ୍ଦର ଭାବେ ହେଇପାରନ୍ତା l କନ୍ଧମାଳ ଜିଲ୍ଲା ଏକ ଶାନ୍ତ ସରଳ ନିରୀହ ଜନ ଆଦିବାସୀ ବହୁଳ ଜିଲ୍ଲା ହେଇଥିବାରୁ ଏଭଳି ଦୁର୍ନୀତିକାରି କର୍ମଚାରୀ ମାନେ ନିରୀହ ଲୋକଙ୍କୁ ନାହିଁଥିବା ହଇରାଣ ହରକତ କରୁଛନ୍ତି l ତେଣୁ (AICWC )ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କୁ ପ୍ରଶ୍ନ ରଖିଛନ୍ତି କି ଦୀର୍ଘବର୍ଷ ଧରି ରହିଆସୁଥିବା ଜିଲ୍ଲାପାଳ ଙ୍କ ପିଏ ଏବଂ ତିନି କିରାଣୀ ଙ୍କ ବଦଳି କେବେ ?

Spread the love