29

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଅବମାନନା କରୁଛି କନ୍ଧମାଳ ପ୍ରଶାସନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜିଲ୍ଲାପାଳଙ୍କ ପିଏ ବିଜୟ ବେହେରା ଏବଂ ତିନି ଜଣ କିରାଣୀ…

33

ମାଳମାଳ ଯୋଜନା, ବିକାଶର ଚିତ୍ର କାଦୁଆ ଗଢିଆ ରାସ୍ତା

ଜଗତସିଂହପୁର: ମାଳମାଳ ଯୋଜନା ଶ୍ଵତେ ବିକାଶର ଚିତ୍ର ଆଜି କାଦୁଆ ଗଢିଆ ରାସ୍ତା | ଦେଶ ସ୍ବାଧୀନତା ହେବାର ୭୭ ବର୍ଷ…

95

ଭୁତ ନିର୍ମାଣ କରୁଛି କୋଠା

ନବରଙ୍ଗପୁର: କୌଣସି ସରକାରୀ କୋଠା ଯଦି ନିର୍ମାଣ ହୁଏ ତେବେ ସେହି କାର୍ଯ୍ୟ କୁ ଏକ ନିର୍ଦ୍ଧିଷ୍ଟ ବିଭାଗ ଦ୍ୱାରା କରାଯାଇଥାଏ…

108

ଦୁଇ ଝିଅଙ୍କୁ ପୋଖରୀରେ ଫୋପାଡି ଆତ୍ମହତ୍ୟା କରିଦେଲେ ମହିଳା

ଜଗତସିଂହପୁର: ଜଗତସିଂହପୁର ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତର ପନ୍ଦରକଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ଝିଅଙ୍କୁ ପୋଖରୀରେ…

212

ଧାନକଣିଆରେ ଗର୍ଭବତୀ ମହିଳାଙ୍କୁ ହତ୍ୟା, ସମସ୍ତ ଅଭିଯୁକ୍ତଙ୍କ ଗିରଫ୍ ଦାବି

ଭଦ୍ରକ: ଧାନକଣିଆରେ ଗର୍ଭବତୀ ମହିଳାଙ୍କୁ ହତ୍ୟା, ସମସ୍ତ ଅଭିଯୁକ୍ତଙ୍କ ଗିରଫ୍ ଦାବି କଲେ ମୃତାଙ୍କ ବାପଘର ଲୋକେ । ଉକ୍ତ ହତ୍ୟା…

135

ବିଡ଼ିଓଙ୍କ ନାକ ତଳେ ଚାଲିଛି ବେଧଡକ ଦୁର୍ନୀତି !

ନବରଙ୍ଗପୁର: କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମିଳିତ ମଧୁଚନ୍ଦ୍ରିକା ରେ ବିଡ଼ିଓ ଙ୍କ ଆଖି ସାମ୍ନା ରେ ନିମ୍ନମାନର କାମ…

109

ମା ସୁରାଦେଇ ଫ୍ରେଣ୍ଡସ୍ କ୍ଲବ୍ ପକ୍ଷରୁ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ରେ ଥିବା ମା ସୁରାଦେଇ ଫ୍ରେଣ୍ଡସ୍ କ୍ଳବ୍ ର ସଭାପତି ବିମଳ ମଲ୍ଲିକ ଙ୍କ…

98

ଗାନ୍ଧୀଜୟନ୍ତୀ ଅବସରରେ କଂଗ୍ରେସ ଦଳ ପକ୍ଷରୁ ପଦଯାତ୍ରା

ରାଉରକେଲା: ଆଜି ବୁଧବାର ସକାଳ ସମୟରେ ରାଉରକେଲା ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ ବର୍ଷ…

118

କନିଷ୍ଠ ଶିକ୍ଷକଙ୍କ ଏଗ୍ରିମେଣ୍ଟ ପ୍ରକ୍ରିୟା କୁ ବିରୋଧ !

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ହଲରେ ଦ୍ଵିତୀୟ ଦିନ ରେ ଚାଲିଥିବା କନିଷ୍ଠ ଶିକ୍ଷକ ଙ୍କ ଏଗ୍ରିମେଣ୍ଟ ପ୍ରକ୍ରିୟା କୁ…

33

ମନ୍ଦିର ପାଖରେ ମଦ ଦୋକାନକୁ କିଏ ଦେଉଛି ପ୍ରୋତ୍ସାହନ

ଭଦ୍ରକ: ଚାନ୍ଦବାଲି ମା ଦଖିଣେଶ୍ୱରି କାଳି ମନ୍ଦିର କୁ ଲାଗି ମାତ୍ର କିଛି ଦୁରରେ ଏକ ସରକାରୀ ଠିପିବନ୍ଦ ମଦ ଦୋକାନ…