155

ବିଧାନସଭା କର୍ମଚାରୀଙ୍କର ହେବ କୋଭିଡ୍‌ ଟେଷ୍ଟ

ବିଧାନସଭାର ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ କର୍ମଚାରୀଙ୍କର ସ୍ବାବ୍‌ ପରୀକ୍ଷା କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।…

174

ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

146

ଆଜି ସୁନାବେଶ; ମହଣ ମହଣ ସୁନାରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି

ପୁରୀ( ଓଡ଼ିଶା ରିପୋର୍ଟର): ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିଛନ୍ତି ମହାବାହୁ। ଏବେ ସିଂହଦ୍ୱାର ସମ୍ମୁଖରେ ରହିଛି ତିନି ରଥ ।…

145

ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଲା ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: ଗଞ୍ଜାମରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ…

167

ନୟାଗଡ଼ରେ ଚାଞ୍ଚଲ୍ୟ, ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ନୟାଗଡ଼: ନୟାଗଡ଼ ଜିଲ୍ଲାର ଟାଉନ୍ ଥାନା ଅଞ୍ଚଳରେ ପଥରରେ ଛେଚି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।…

212

ଚିଲିକା ବିଜେଡ଼ି ପାଇଁ ଆଡୁଆ ବଢାଉଚି ମଦମାଫିଆ

ଚିଲିକା,(ଦୁ.ପ୍ର) : ୧୦୧୯ ସାଧାରଣ ନିର୍ବାଚନରେ ଚିଲିକାର ମଦମଫିଆ ରଘୁନାଥ ସାହୁକୁ ବିଜେଡିର ଦଳିଅ ଟିକଟ ନ ମଳିବିାର ୁବଚିରା ରଘ…

235

ହିଂଜଳି ଅଞ୍ଚଳରେ ବେଆଇନ ଇଟାଭାଟ ସଂଖ୍ୟା ବଦ୍ଧୃି ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିବ କେବେ ?

ହିଂଜଳିି,(ଦୁ.ପ୍ର) : ରାଜ୍ୟର ହିଂଜଳିି ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସିଛି । ଦୀର୍ଘ ୨୦ ବଷ ର୍ହେଲା…

285

ରାଇସୁଆଁ ଓଭରବ୍ରିଜ୍ ରାସ୍ତା ଶୋଚନୀୟ..

କେନ୍ଦୁଝର,(ଦୁ.ପ୍ର) : କେନ୍ଦୁଝର ସଦର ବ୍ଲକ ରାଇସୁଆଁ ଓଭରବଜ୍ରି୍ ରାସ୍ତାରେ ଲଘଚୁାପ ଜନତି ଲଗାଣ ବର୍ଷା ହେବା ଯୋଗୁଁ ବର୍ଷାଜଳ ନଷ୍କିାସନ…