Blog

102

ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ପୁରୁଷ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ସୁଭଦ୍ରା ଯୋଜନା ନେଇ ଉପ ମୁଖ୍ୟମନ୍ତ୍ରୀ କଲେ ବଡ ଖୁଲାସା। ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ |…

43

ବିଜେଡିର ନେତାମାନେ ଓଡିଶାର ବିକାଶ ବିରୋଧୀ କାର୍ଯ୍ୟକ୍ରମରୁ ବିରତ ରୁହନ୍ତୁ: ବାବୁ ସିଂ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଦୁର୍ନୀତି ଓ ଅପାରଗତାର ପାହାଡ ଉପରେ ବସି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରାଜୁତି କରିଥିଲେ,…

32

ଭୁବନେଶ୍ୱର ଆଇ.ଆଇ.ଟି. ସହ ଏମ୍.ଓ.ୟୁ ସ୍ୱାକ୍ଷର କଲା ସିଙ୍ଗାପୁର ଏନ୍.ଟି.ୟୁ.

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜ୍ୟ ଶକ୍ତି ବିଭାଗ, ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟି (ଏନଟିୟୁ) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି…

133

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଶୁକ୍ରବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଶିରିଡ଼ି ଓ…

52

ଦିଲ୍ଲୀ ବୈଠକ ପରେ ବଡ଼ ନିଷ୍ପତି, ରାଜ୍ୟ ସଭାପତି ହେବେ ପଞ୍ଚାନନ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜ୍ଯ ବିଜେପି ମଙ୍ଗୁଆଳ ନେଇ ଚାଲିଛି ଅଙ୍କକଶା। କିଏ ହେବେ ରାଜ୍ୟ ବିଜେପିର ମୁଖିଆ, ଦିଲ୍ଲୀ ବୈଠକ…

50

ବିଜେଡି ସରକାରରେ ସବୁଠୁ ଅଧିକ ପ୍ରତାରିତ ହୋଇଛନ୍ତି ଓବିସି ବର୍ଗ : ସୁରଥ ବିଶ୍ୱାଳ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜ୍ୟର ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାରର ସଂରକ୍ଷଣ ପାଇଁ ଓଡିଶା ଗସ୍ତରେ ଥିବା ପଛୁଆ ବର୍ଗ ମଙ୍ଗଳ…

135

Gold Price Today; ବିବାହ ଋତୁରେ ହୁ ହୁ ହୋଇ ବଢୁଛି ସୁନାଦର

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ସୁନାଦରରେ ଲାଗିଛି ନିଆଁ । ୫ ଦିନରେ ବଢ଼ିଲାଣି ୩ ହଜାର ଟଙ୍କା । ରାଜଧାନୀ ବଜାରରେ…

126

ଥରାଇବ ମାଘର ବାଘ ଭଳି ଶୀତ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପୁଣି ଥରିବ ଓଡିଶା । ଆସନ୍ତା ୧୭ରୁ ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି…

41

ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ଜାତି, ସଭ୍ୟତା, ସଂସ୍କୃତି, ସଂଭ୍ରମତାର ଜୀବନ୍ତ ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆମେ ନିଜେ ଏବଂ ଅନ୍ୟମାନଙ୍କୁ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ…

135

କୁନି କଳକୀଙ୍କ ଆଶ୍ରମରେ ଖୁବଶୀଘ୍ର ଚାଲିବ ବୁଲଡୋଜର!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ବହୁ ଚର୍ଚିତ ବୈକୁଣ୍ଠଧାମ ଆଶ୍ରମ ପାଇଁ ବଢିଲା ଅଡୁଆ। ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ। ଖୁବଶୀଘ୍ର ଆଶ୍ରମରେ…