କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଅକ୍ଷୟ ତୃତୀୟାରେ ଗ୍ରାହକଙ୍କ ପାଇଁ ଖୁସି ଖବର। ପୁଣି କମିଲା ସୁନା ଦର। ସୁନା ଦରରେ ହୋଇଛି ପରିବର୍ତ୍ତନ। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୦ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭.୯୭୦ ଟଙ୍କା ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦ଟଙ୍କା ହ୍ରାସ ପାଇବା ସହ ୯୭,୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୦ଟଙ୍କା ହ୍ରାସ ଘଟି ୮୯,୮୦୦ ଟଙ୍କାରୁ ୮୯,୭୫୦ ଟଙ୍କା ରହିଛି ।
ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭.୯୭୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୬୦ ଟଙ୍କା ହ୍ରାସ ପାଇବା ୯୭,୯୧୦ ୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୨୦ ଟଙ୍କା ହ୍ରାସ ୮୯,୮୦୦ ଟଙ୍କାରୁ ୮୯,୭୫୦ ଟଙ୍କା ରହିଛି ।