କର୍ତବ୍ୟ ନ୍ୟୁଜ ବ୍ୟୁରୋ: ୱାନ୍ ନେସନ୍, ୱାନ୍ ଇଲେକସନ୍ ବିଲ୍ ପାଇଁ ଗଠିତ ହେଲା ଯୁଗ୍ମ ସଂସଦୀୟ କମିଟି ବା JPC । ୩୧ ଜଣିଆ କମିଟିରେ ଲୋକସଭାରୁ ୨୧ ଜଣ ସାଂସଦ ଓ ରାଜ୍ୟସଭାରୁ ଅଛନ୍ତି ୧୦ ସଦସ୍ୟ । JPC ରେ ଓଡ଼ିଶାରୁ ଅଛନ୍ତି ଦୁଇ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଓ ସମ୍ବିତ ପାତ୍ର । ସେହିପରି କମିଟିରେ ଲୋକସଭାର ଅନ୍ୟ ସଦସ୍ୟମାନେ ହେଲେ ପିପି ଚୌଧୁରୀ, ସିଏମ୍ ରମେଶ, ବାଂଶୁରୀ ସ୍ୱରାଜ, ପରଶୋତ୍ତମ ରୁପାଲା, ଅନୁରାଗ ସିଂ ଠାକୁର, ବିଷ୍ଣୁ ଦୟାଲ ରାମ, ଅନୀଲ ବାଲୁନି, ବିଷ୍ଣୁ ଦତ୍ତ ଶର୍ମା, ପ୍ରିୟଙ୍କା ଗାନ୍ଧି ଭଦ୍ରା, ମନୀଷ ତିୱାରୀ, ସୁଖଦେବ ଭଗତ, ଧର୍ମେନ୍ଦ୍ର ଯାଦବ, କଲ୍ୟାଣ ବାନାର୍ଜୀ, ଟି.ଏମ. ସେଲଭାଗନପତି, ଜି.ଏମ. ହରିଷ ବାଲାୟୋଗୀ, ସୁପ୍ରିୟା ସୁଲେ, ଡକ୍ଟର ଶ୍ରୀକାନ୍ତ ଏକନାଥ ସିନ୍ଧେ, ଚନ୍ଦନ ଚୌହ୍ୱାନ ଓ ବି. ଭଲ୍ଲଭାନେନି ।
73