ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ତରିକୁନ୍ଦ ଉପସ୍ୱାସ୍ଥ୍ୟକେନ୍ଦ୍ରର କଥା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ସେବା ପାଇଁ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ଏଠି ଲୋକଙ୍କ ସେବା ଯୋଗାଇ ଦିଆଯାଇଛି। ହେଲେ ଉପସ୍ବାସ୍ଥ୍ୟକେନ୍ଦ୍ର କୁ ଜଗିଛି ତାଲା । ଏଠି ସେବା ପାଇବାକୁ ରୋଗି ଆସୁଥିବା ବେଳେ ତାଲା କୁ ଦେଖି ଫେରୁଥିବାବେଳେ। ଏଠି ଏକାଧିକ କର୍ମଚାରୀଙ୍କ ନିଜୁକ୍ତି ଥିଲେ ବି, ବର୍ତମାନ ସମସ୍ତେ ଅଦୃଶ୍ୟ ଜାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ମୋଦୀଜିଙ୍କ ନିତି ଆଦର୍ଶକୁ ଦେଖି ୨୪ ବର୍ଷର ବିଜେଡି ସରକାର ଙ୍କୁ ବଦଳାଇ ଲୋକେ ବର୍ତମାନ ଡବଲ ଇଞିନି ସରକାରଙ୍କୁ ଆଣିଥିଲେ ହେଲେ ଯେଉଁ ଆସା ଓ ବିଶ୍ବାସ କରିଥିଲେ ତାହା ଏବେ ତରିକୁନ୍ଦ ଉପସ୍ବାସ୍ଥ୍ୟକେନ୍ର କୁ ଦେଖିଲେ ଜଣାପଡ଼ୁଛି |
182