96

ବାତ୍ୟା ପାଇଁ ଛୁଟି ହେଲା ସବୁ ସ୍କୁଲ

ଭୁବନେଶ୍ୱର: ବାତ୍ୟା ପାଇଁ ହେଲା ସ୍କୁଲ ଛୁଟି। ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଏସଆରସି। ଯେଉଁ ସବୁ ଜିଲ୍ଲାକୁ ବାତ୍ୟା ପ୍ରଭାବିତ କରିବ ସେଠି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେଣୁ ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ , ଯାଜପୁର, ଅନୁଗୁଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ସବୁ ସ୍କୁଲ ଛୁଟି କରିବା ପାଇଁ ଦିଆଯାଇଛି ନିର୍ଦେଶ |

Spread the love