37

ରଖ୍ୟା ବନ୍ଧନରେ ଅନାଥାଶ୍ରମରରେ ବାନ୍ଧୀ ହେଲା ମାଁ ଓ ପିଲାଙ୍କ ଅତୁଟ ପ୍ରେମର ନୁତନ କାହାଣୀ !

ଜଗତସିଂହପୁର: ହଁ ଆଜ୍ଞା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଅନାଥାଶ୍ରମର ପିଲାମାନଙ୍କ ସହ ନିଜକୁ ମା’ର ପରିଚୟ ଦେଇ ଆଜି ଜଗତସିଂହପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପୁରାତନ ସଙ୍ଘ ର ଛାତ୍ରି ମାନଙ୍କ ଦ୍ୱାରା ପବିତ୍ର ରଖ୍ୟା ବନ୍ଧନରେ। ଅନାଥାଶ୍ରମର ପିଲାମାନଙ୍କୁ ନେଇ ରଖ୍ୟା ବନ୍ଧନ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ମୁନଷୀପାଲଟି ଅଧକ୍ଷା ଅର୍ଚ୍ଚନା ସିଙ୍ଗ ଓ ବିଜେପି ମହିଳା ସଭାନେତ୍ରୀ ତଥ ସମାଜସେବୀ କ୍ରିଷ୍ଣା ମହାନ୍ତି ଯୋଗଦେଇ। ଅନାଥାଶ୍ରମର ପିଲାମାନଙ୍କୁ ରାଖି ବାନ୍ଧିବା ସହିତ ପ୍ରତି ପିଲାଙ୍କୁ ମିଠା ଦେବା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରେ କିଛି ସମୟ ପିଲାମାନଙ୍କ ଗହଳିରେ ସରକାରୀ ବାଳୀକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରୀ ମାନଙ୍କ ସହିତ ମୁଖ୍ୟ ଅତିଥି ମାନେ କିଛି ସମୟ କାଟି ଥିଲେ। ଏହି ଅବସରରେ ବିଜେପି ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ଅନାଥାଶ୍ରମର ପିଲାମାନଙ୍କୁ ନେଇ ରଖ୍ୟା ବନ୍ଧନରେ ବକ୍ତବ୍ୟ ରଖିଥିଲେ।ଆମେ ସମସ୍ତେ ହେଉଛେ ସମସ୍ତ ପିଲାଙ୍କ ମାଁ। ପିଲାମାନଙ୍କ ଭବିଷ୍ୟତ ଗଢ଼ିବା ମାଁ ର କାମ ଯେଉଁ ସବ୍ଦ ଆଜି ସାରା ଜିଲ୍ଲାରେ ଏକ ବିରାଟ ଅତୁଟ ସ୍ନେହ ଶ୍ରଦ୍ଧା ଓ ମମତା ର ପରିଚୟ ଦେଇଛନ୍ତି। ମୁନଷୀପାଲଟି ଅଧଖ୍ୟା ଅର୍ଚ୍ଚନା ସିଙ୍ଗ ମଧ୍ୟ ପିଲାମାନେ କିଭଳି ହସଖୁସିରେ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେବ ବକ୍ତବ୍ୟ ରଖିଥିଲେ। ଏଭଳି ବକ୍ତବ୍ୟ ଓ ପୁରାତନ ଛାତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ନେଇ ସାଧାରଣରେ ଧନ୍ୟବାଦ୍ ର ସୁଅ ଛୁଟିବାରେ ଲାଗିଛି

Spread the love