31

ବାଡ଼ ଜଦି ଖେତ ଖାଏ ତେବେ ଅଭିଯୋଗ କରିବ କାହାକୁ ?

ଜଗତସିଂପୁର: ହଁ ଆଆଜ୍ଞା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳରେ ଘଟିଛି । ନାଉଗାଁ ଥାନା ଅଧକାରୀ ଜେତବେଳେ ନାଉଗାଁ ଅଞ୍ଚଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରା ମଦ ବେପାରୀ ଓ ଖୋଲା ସ୍ଥାନରେ ମଦ ପିଉଥିବା ଲୋକଙ୍କ ହୋସ ଉଡ଼ାଇ ଦେଇଛନ୍ତି ବୋଲି ବାହା ବାହା ନେଉଥିବା ବେଳେ। ଏଠି କିନ୍ତୁ ତାର ଓଲଟା ରୁପ ଦେଖିବାକୁ ମିଳୁଛି।ଜଣେ ପୋଲିସ କର୍ମଚାରୀ ଡ଼ିଉଟି ରେ ଥାଇ ଜଣେ ପୋଲିସ କିଭଳି ସରକାରୀ କାଉଣ୍ଟରୁ କିଭଳି ମଦଧରି ଖୁଲମଖୁଲା ବିନ ଦାସରେ ଝିପିଝିପି ବର୍ଷାରେ ହାତରେ ମଦଧରି ଖୁଲମଖୁଲା ଚାଲିଛନ୍ତି। ଫେର ମଦ ଦୋକାନ ରେ କୋୖଣସି କେସ କୁ ନେଇ କିପରି କହୁଛନ୍ତି ତମେ ଟିକେ ଟାଣକରି ଲେଖିଥାନ୍ତ ସିନା। ଏପରି କହିବାର କାରଣ କଣ ହେଇପାରେ। କିଛିଦିନ ତଳେ ସରକାରୀ ମଦ ଦୋକାନ ଆଗରେ ଗଣ୍ଡଗୋଳ ନୁହେଁ ତ ।

ତେବେ ନାଉଗାଁ ଥାନାରେ କଣ କେସ କୁସାକୁ ନେଇ ବାବୁ ମଦ ଦୋକାନ ରୁ ମାଗଣା ମଦ ନେଇ ପିଅନ୍ତି କି । ।ଜାହା ଆଜି ପୋଲିସ ବାବୁଙ୍କ ଗତିବିଧି ଦେଖିଲେ ଜଣାପଡ଼ୁଛି।ଯାହାକି ପୋଲିସ ବାବୁ ଚାକିରି କରିଛନ୍ତି ବୋଲି ଖୁଲମଖୁଲା ମଦଧରି ବୁଲୁଛନ୍ତି। ନା କାହାକୁ ଭୟ ଅଛି ନା କାହାକୁ ଖାତିର ଅଛି। ଏଭଳି ଦୃଶ୍ୟ କୁ ଦେଖି ସାଧାରଣ ଜନତାଙ୍କ ମଧ୍ୟରେ ପୋଲିସ ଉପରୁଏକ ପ୍ରକାର ବିଶ୍ୱାସ ତୁଟି ବାରେ ଲାଗିଛି । ଯଦି ପୋଲିସ ଖୁଲମଖୁଲା ମଦବୋତଲଧରି ବୁଲି ପାରୁଛନ୍ତି। ତେବେ ସାଧାରଣ ଜନତା ମଦ ଧରିଲେ ପୋଲିସ କାହିଁକି ଅଭିଯୁକ୍ତ ସଜାଇ କୋଟ ଚାଲାଣ କରୁଛନ୍ତି। ଜାହାକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି।

Spread the love