26

ନାବାଳକ ପୁଅ ସାମ୍ନାରେ ଦମ୍ପତି ଙ୍କ ଚାଲିଗଲା ଜୀବନ!

ରାଇଘର: ବୋଲ ବମ ଯାଇ ପାଣି ଢାଳି ବାଇକରେ ଘରକୁ ଫେରିବା ସମୟରେ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ବାଇକ ଉପରକୁ ମାଡିଗଲା ଟ୍ରକ, ଘଟଣା ସ୍ଥଳରେ ହିଁ ବାପା, ମାଆ ଙ୍କ ମୃତ୍ୟୁ ଘଟିଲା

ଓ ଅଳ୍ପକେ ବର୍ତିଲେ ନାବାଳକ ପୁଅ। ସୂଚନା ଅନୁଯାଇ ମୃତ ସ୍ୱାମୀ ସ୍ତ୍ରୀ ହେଲେ ରାଇଘର ବ୍ଲକ ପରଚିପାରା ଡ଼ି.ଏନ.କେ ଗ୍ରାମର ଅଜିତ ମଜୁମଦାର ଏବଂ ତାଙ୍କ ସ୍ତ୍ରୀ ଦୀପିକା ମଜୁମଦାର,

ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରହିଛି ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରୁଥିବା ଦେଖିବାକୁ ମିଳିଛି ।

Spread the love