27

ଲାଞ୍ଚ ନେଇ ଫସିଲେ ବିଜେଡି କର୍ମୀ!

ଜଗତସିଂହପୁର: ବିଜେଡି ସାସନ କାଳରେ ଲାଞ୍ଚ କାରବାର ନିତି କୁ ଭୁଲି ପାରିନାହାନ୍ତି ଜନ୍ତ୍ରୀ ଆଜି ଲାଞନେଉଥିବା ବେଳେ- ଭିଜିଲାନ୍ସ ଜାଲରେ ନାଉଗାଁ ବ୍ଳକ ର କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ, ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା କାବୁ କଲା ଭିଜିଲାନ୍ସ ଟିମ l ସୂଚନା ମୁତାବକ ଆଜି ନାଉଗାଁ ବ୍ଳକ ର କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ଜାମୁଗାଁ ପଞ୍ଚାୟତ ର ଜଳସରପଡ଼ା ଅଞ୍ଚଳ ରେ ଏକ ସ୍ମଶାନ କାର୍ଯ୍ୟ ର ଚାରୀ ଲକ୍ଷ ଟଙ୍କା ବିଲ କରିବା ନିମନ୍ତେ ପ୍ରାତପ ଚନ୍ଦ୍ର କାଣ୍ଡି ଙ୍କ ଠାରୁ ନିଜେ ସହଯୋଗୀ ଵାପିନା ଦାସ ଙ୍କ ସାହାଯ୍ୟ ରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହଯୋଗୀ ଵାପିନା ଓ କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ଙ୍କୁ ମାଡିବସିଛି ଜଗତସିଂହପୁର ଓ କଟକ ଭିଜିଲାନ୍ସ ଟିମ୍ l ଅନ୍ୟପଟେ କନିଷ୍ଠ ଯନ୍ତ୍ରୀ ଙ୍କ ଅଫିସ ରୁମ କୁ ତନଖି ଯାଞ୍ଚ କରୁଛି ଟିମ୍, ଏହି ଚଢ଼ାଉ କଟକ ଭିଜିଲାନ୍ସ ଏସ୍ପି ଓ ଜଗତସିଂହପୁର ଡ଼ିଏସ୍ପି ସାମିଲ ରହିଥିବା ର ଜଣା ଯାଇଛି ଲ

 

Spread the love