46

ମହିଳା ଙ୍କ ଗର୍ଜନ ରେ ଥରହର ପ୍ରସାସନ ଓ ଜବର ଦଖଲକାରି!

ଜଗତସିଂହପୁର: ଜଗତସିଂହପୁର ବ୍ଲକ ସଦର କାଦୁଅ ପଡା ପଞ୍ଚାୟତ ର ଢିହସାହୀ ଠାରୁ କନକପୁର ଜାଇଥିବା ରୋଡ଼ ଦାଦପୁର ନିକଟରେ ‌ପାଣୀ ଜମି ଗ୍ରାମବାସୀ ମସାମାଛି ଆକ୍ରମଣ ରସିକାର ହେଉଥିବା ସହିତ ସେହି ରାସ୍ତାଦେଇ ପ୍ରତିଦିନ ହଜାର ହଜାର ବାଟୋଇ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଜିବା ଆସିବା ପାଇଁ ହଟହଟା ହେଉଥିବା ନେଇ ଦିର୍ଘ ବର୍ଷ ହେବ ବିଜେଡି ସରକାର ଅମଳରେ। ଅଭିଯୋଗ କରି ବିଫଳ ହୋଇଥିବା ବେଳେ।ଆଜି ଉକ୍ତ ଅଞ୍ଚଳର ଶତାଧିକ ମହିଳା ରାସ୍ତା ରୋକ କରି ପ୍ରସାସନ ବିରୋଧ ରେ ସ୍ଲୋଗାନ କରିଥିଲେ।ଜାହାକୁ ନେଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ସମସ୍ତ ଅଧିକାରୀ ଙ୍କୁ ଜଣାଇଥିଲେ ପରେଘଟଣା ସ୍ଥଳରେ ଆଡିସ୍ନାଲ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ଓ ଜଗତସିଂହପୁର ପୋଲିସ ପହଞ୍ଚିବା ପରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତି ସରକାରୀ ଜେଗାକୁ ଏକ ମନ୍ଦିର ନିର୍ମାଣ କରି ନିଜ ଦଖଲରେ ରଖିଥିବା ଜାଣୀବାପରେ ଜଗତସିଂହପୁର ତହସିଲଦାର ଆକ୍ସନମୁଡ ରେ ନେଲେ ପଦଖେପ ଓ ଆସନ୍ତା ଅଗଷ୍ଟ ୯ ତାରିଖରେ ସରକାରୀ ଜେଗା ଉଛେଦ କରାଜିବା ନେଇ ନୋଟିସ କରିଥିଲେ ।ଜାହାକୁ ନେଇ ମହିଳା ଙ୍କ ଆନ୍ଦୋଳନ ହଟିଥିଲା ।

ଏଠି ପ୍ରଶ୍ନ ଉଠେ ଦିର୍ଘ ୨୫ ବର୍ଷର ବିଜେଡି ସରକାର ଚାଲୁଥିବା ବେଳେ ବିଗତ ପାଞ୍ଚ ବର୍ଷରେ ବିଜେଡି ବିଧାୟକ ପ୍ରଶାନ୍ତ କୁମାର ମୁଦିଲି ଙ୍କ । ସମୟରେ ବାରମ୍ବାର ଅଭିଯୋଗ କରି ବିଫଳ ହୋଇଥିବା। ବେଳେ ବର୍ତମାନ ସରକାର ସରକାର ବଦଳିବା ପରେ।ଦାଦପୁର ବାସୀ ଜଣେ ଯୁବନେତା ଙ୍କୁ ପାଇ ମନରେ ଅଶିମ ବଳ ଓ ସାହାସ ଓବିସ୍ବାସ ଭରିଜାଇଛି ଯାହାଫଳରେ ଆଜିଦାଦପୁର ମହିଳା ମାନେ ଦୃର୍ନିତିଖୋର ଓ ସରକାରୀ ଜମି କୁ ନିଜ ସମ୍ପତ୍ତି ଭାବି ଜବର ଦଖଲକାରିଙ୍କ ପୋଲ ଖୋଲିଛନ୍ତି। ତେବେ ଦେଖିବାର ଅଛି ଜଗତସିଂହପୁର ତହସିଲଦାର ମହିଳା ମାନଙ୍କୁ ଦେଇଥିବା ପ୍ରତିଶୃତି କେତେ ଦୁର ପାଳନ କରୁଛନ୍ତି

Spread the love