ଜଗତସିଂହପୁର: ହଁ ଆଗ୍ୟା ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଜେପି ର ବିଜୟ ପରେ ଜଗତସିଂହପୁର ଜନସାଧାରଣ ଙ୍କ ମନରେ ଏକ ଆସା ଓ ବିଶ୍ଵାସ ଓ କର୍ମୀଙ୍କ ମନରେ ଅଶିମ ଶକ୍ତି ଭରିଦେଇଛି।ଯାହାକି ଦିର୍ଘ ୨୫ ବର୍ଷ ହେବ ବିଜେଡି ର କଳା ଅନ୍ଧାରି ବ୍ରିଟିସ ଶାସନ କାଳରେ ଲୋକମାନେ ଯେଉଁ ଜନ୍ତ୍ରଣା ରେ ଛଟପଟ ହେଉଥିଲେ ତାହାର ଠିକ ସମୟରେ ଉଚିତ ଜବାବ ଇଭିଏମ ରେ ଦେଇଦେଲେ।ଓ ବିଜେଡି ର ଅନ୍ଧାରୀ ବ୍ରିଟିସ ଶାସନରୁ ମୁକ୍ତି ପାଇଛନ୍ତି। ମୁକ୍ତି ପାଇବା ପରେ ଜଗତସିଂହପୁର ଜନସାଧାରଣ ଙ୍କ ମନରେ ସମସ୍ତେ ନିଜ ନିଜର ପଞ୍ଚାୟତ କୁ କିଭଳି ସୁଦୃଢ କରିବେ ଓ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ପୁରଣ କରିବେ ଲାଗିପଡିଛନ୍ତି। ସେହିପରି ଜଗତସିଂହପୁର ନବନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ନିର୍ଦେଶ କର୍ମେ ଜଗତସିଂହପୁର ବ୍ଲକ କାଦୁଅ ପଡା ପଞ୍ଚାୟତ ର ଗୁମୁଟିପୁର ନିକଟରେ ଥିବା କଳ୍ପନା ମଣ୍ଡପ ପରିସରରେ ହେମନ୍ତ ନାୟକଙ୍କ ନେତୃତ୍ବରେ ଓ ସନ୍ୟାସୀ ବିଶ୍ବାଳ ।ରାଧୁଆ ଭାଇ ।ରାଜନ ନାୟକ ବିଭୁପ୍ରସାଦ ତ୍ରିପାଠୀ । ପ୍ଲାବନ ରାୟ ।ପ୍ରବଚନ ଦାସ ଓ ପାଇଁ ଭାଇନା ଓ ବିଶ୍ବରାଜ ଦାମ ଙ୍କ ସହଯୋଗ ରେ ଏବଂ ପଞ୍ଚାୟତ ର ସତାଧିକ ବିଜେପି କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପଞ୍ଚାୟତ ର ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଗୁଡିକ କିପରି ପୁରଣ କରାଯିବ ସେଥିପାଇଁ ଏକ କମିଟି ଗଢାଯାଇଛି।
ଏବଂ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ଜାହାକୁ ନେଇ ମଧ୍ୟ କିପରି ଲୋକଙ୍କ ଆସ୍ଥା ଭାଜନ ହୋଇ ପଞ୍ଚାୟତ କୁ ନିଜ ଅକ୍ତିଆରକୁ ଆଣିବେ ଏଥି ପାଇଁ ଏହି ବୈଠକରେ ସର୍ବସମ୍ମୁଖରେ ଉପସ୍ଥାପନ କରାଯାଇ ସମସ୍ତ ଙ୍କ ଉପସ୍ଥିତି ରେ ସମାଧାନ କରାଯାଇଥିବା ବେଳେ ବିଜେଡି ର ୨୫ ବର୍ଷର ଦେଇଥିବା ମିଛ ପ୍ରତିଶୃତି ଓ ହିଟଲର ଶାସନ କୁ ନେଇ ବିଭିନ୍ନ ଦଳରୁ ଆସି ବିଜେପି ରେ ମିସି ବିଜେପି କୁ ସମର୍ଥନ କରୁଥିବା କର୍ମକର୍ତ୍ତା ଙ୍କ ବିଜେଡି ବିରୋଧରେ ଗର୍ଜନ ଦେଖିବାକୁ ମିଳିଥିଲା ।
ଏଥିରୁ ସ୍ପଷ୍ଟ ଜଣାପଡ଼ିଥିଲା ବିଜେଡି ଦଳ କେତେ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଥିଲା । ନବିନ ସରକାର ଜୋଜନା ମାଳ ମାଳ ଗରିବଙ୍କ ଉନ୍ନତି ପାଇଁ କରୁଥିଲେ। ଅନ୍ୟପଟେ କୁଜି ନେତା ମାନେ ସାଧାରଣ ଜନତା ଙ୍କ ପାଇଁ ଆସୁଥିବା ଯୋଜନା କୁ ବାଟମାରଣା କରି ଲୁଟୁଥିଲେ ।ଜାହାଜକୁ ନେଇ ସାଧାରଣ ଜନତା ଆଜି ବିଜେଡି ର ପୁରା ସିଷ୍ଟମ୍ କୁ ଓଲଟେଇ ଦୁର ସମୁଦ୍ରରେ ଭସାଇ ଫୁଲ ଫୁଟାଇ ଦେଖେଇ ଦେଲେ।ତେବେ ଆସନ୍ତୁ ।କଣ କହୁଛନ୍ତି କାଦୁଅପଡା ପଞ୍ଚାୟତ ର ବିଜେପି ର କର୍ମକର୍ତ୍ତା